ନୂଆଦିଲ୍ଲୀ: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ଏନଡିଏ ରହିଥିବା ବେଳେ ପଛରେ ଇଣ୍ଡି ମେଣ୍ଟ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ- ୨୫୯ସିଟ୍ରେ ଆଗରେ ରହିଥିବା ବେଳେ ଇଣ୍ଡି ମେଣ୍ଟ- ୧୮୧ ସିଟରେ ଆଗୁଆ ରହିଛି ଏବଂ ଅନ୍ୟାନ୍ୟ- ୧୯ ସିଟ୍। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି। ସେହିପରି ବରଗଡ ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ରହିଛନ୍ତି।
Popular Categories



