www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ମଝି ଆକାଶରେ ଧକ୍କା ହେଲେ ଦୁଇଟି ଲଢୁଆ ବିମାନ

ସମାଜ ଡିଜିଟାଲ ଡେସ୍କ: ମଝି ଆକାଶରେ ଚାଲିଥିଲା ଏୟାର ଶୋ’। ଏହି ସମୟରେ ପରସ୍ପର ସହ ଧକ୍କା ହୋଇଗଲେ ୨ଟି ଲଢୁଆ ବିମାନ। ଦୁର୍ଘଟଣା ପରେ ଦୁଇଟି ଯାକ ବିମାନ ତଳକୁ ଖସିପଡ଼ିଥିଲେ। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପର୍ତ୍ତୁଗାଲର ବେଜା ଏୟାର ଶୋ’ରେ ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

- Advertisement -

ଉକ୍ତ ଏୟାର ଶୋ’ରେ ପ୍ରାୟ ୧୦ରୁ ଅଧିକ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲେ। ୬ଟି ବିମାନ କୌଶଳ ପ୍ରଦର୍ଶନ କରୁଥିବାବେଳେ ଆଉ ଏକ ବିମାନ ହଠାତ୍‌‌ ଉପରକୁ ଉଠି ସେହି ୬ଟି ବିମାନ ମଧ୍ୟରୁ ଗୋଟିଏ ବିମାନକୁ ଧକ୍କା ଦେଇଥିଲା। ପରେ ଦୁଇଟି ଯାକ ବିମାନ ଖସିପଡ଼ିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories