www.samajalive.in
Thursday, December 11, 2025
18.1 C
Bhubaneswar

ଭୀଷ୍ମ କ୍ୟୁବର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା

ଡେସ୍କ: ଭାରତୀୟ ବାୟୁସେନା ଆଗ୍ରାରେ ଜରୁରୀକାଳୀନ ଅବତରଣ-ଏୟାରଡ୍ରପ୍ ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ମୋବାଇଲ୍ ଚିକିତ୍ସା ବ୍ୟବସ୍ଥା ଭୀଷ୍ମ କ୍ୟୁବର ପରୀକ୍ଷଣ କରିଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସହାୟତା ଯୋଗାଇବାରେ ଏହି ଜ୍ଞାନକୌଶଳ ସହାୟକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଭୀଷ୍ମ କାର୍ଯ୍ୟକ୍ରମ ଇଣ୍ଡିଆ ହେଲ୍ଥ ଇନିସିଏଟିଭର ଏକ ଅଂଶ। ପ୍ରାୟ ୨୦୦ ଆହତଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୋଇପାରିବ।

କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ୟାଭିଲିୟନ ଉଦଘାଟିତ

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories