ଜଗତସିଂହପୁର : ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଚାଲୁଥିବା ଏହି କାରଖାନା ବିଷୟରେ ଖବର ପାଇ ଶନିବାର ବିଳମ୍ବିତ ରାତିରେ ପୁଲିସ ଟିମ ଚଢଉ କରିଛି। ସୂଚନା ଅନୁଯାୟୀ ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣରେ ନକଲି ଜର୍ଦ୍ଦା,ମେସିନ,ଲେବଲ, ଜର୍ଦ୍ଦା ଡ଼ବା ଓ ଏକ କାର ମଧ୍ୟ ଜବତ କରିଛି। ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



