www.samajalive.in
Saturday, December 6, 2025
19.1 C
Bhubaneswar

କାରରୁ ୩୦ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ଓଡିଶା ଛତିଶଗଡ ସୀମା ମାଲକାନଗିରି ଚାଲାଣଗୁଡାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ମଙ୍ଗଳବାର ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ଏତେ ପରିମାଣର ଟଙ୍କା ଧରାପଡିଛି । ଛତିଶଗଡରୁ ଆସୁଥିବା ଏକ ଯାଞ୍ଚ କରାଯିବା ସମୟରେ ଏହି ଟଙ୍କା ଜବତ ହୋଇଛି। କାରରେ ଥିବା ଜଣେ ବ୍ୟକ୍ତି ଏବଂ ଡ୍ରାଇଭରଙ୍କୁ ରଖି ପୁଲିସ୍ ପଚରାଉଚରା କରୁଛି। ଉଭୟ ବ୍ୟକ୍ତି ଟଙ୍କା ସମ୍ପର୍କରେ ସଠିକ୍ ଉତ୍ତର ଦେଇପାରୁନଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ତେବେ ୩୦ ଲକ୍ଷ ଟଙ୍କା କେଉଁଠୁ ଆସିଲା , କେଉଁଆଡେ ଯାଉଥିଲା ସେ ନେଇ ଏବେ ତଦନ୍ତ ଚାଲିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories