www.samajalive.in
Saturday, December 6, 2025
26.1 C
Bhubaneswar

ଫୁଲବାଣୀରେ ବିଜେପିର ବୁଥ୍‌‌ ବିଜୟ ଅଭିଯାନ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀ ଠାରେ ବିଜେପି ଦଳ ପକ୍ଷରୁ ବୁଥ୍‌‌ ବିଜୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ଦଳର ଓଡ଼ିଶା ପ୍ରଭାରି ବିଜୟ ପାଲ୍‌‌ ସିଂ ତୋମାର ଯୋଗ ଦେଇ ଚଳିତ ନିର୍ବାଚନରେ କିଭଳି ଭାବେ ବିଜୟ ଲାଭ କରିବା ସହିତ ମୋଦିଙ୍କ ହାତ ମୁଠାକୁ ଟାଣ କରିବା ଉପରେ ଅନେକ ଦିଗ ଉପରେ ଆଲୋଚନା କରିଥିଲେ। ଫୁଲବାଣୀ ବିଧାନସଭା କ୍ଷେତ୍ର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ସାରଦା ଶତପଥୀ, ଜିଲା ସଭାପତି ଜଗନ୍ନାଥ ସାହୁ, ପ୍ରଭାରି ନିରଞ୍ଜନ ମିଶ୍ର, ଲୋକସଭା ସଂଯୋଜକ ପଦ୍ମଚରଣ ଦାସ ପ୍ରମୁଖ ସାମିଲ୍‌‌ ହୋଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories