ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା

ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ତାତିରେ ଜନ ଜୀବନ ଅସ୍ତବ୍ୟସ୍ତ। ଶୁକ୍ରବାର ସାଢେ ୨ଟା ସୁଦ୍ଧା ୪୩.୮ ସହ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨.୪, କେନ୍ଦୁଝର ଓ ଚାନ୍ଦବାଲି ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଆସୁଛି କାଳବୈଶାଖୀ ; ତାତିରୁ ମିଳିବ ମୁକ୍ତି ! କମିବ ତାପମାତ୍ରା..

Comments are closed.