www.samajalive.in
Saturday, December 13, 2025
26.1 C
Bhubaneswar

ଭୟଙ୍କର ; ଦେଖୁ ଦେଖୁ ହଠାତ୍ ସବୁଜ ହେଲା ଆକାଶ, ବଦଳିଗଲା ଦୁବାଇର ପାଗ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଦୁନିଆର ଉନ୍ନତ ସହର ମାନଙ୍କ ମଧ୍ୟରୁ ଗୋଟିଏ ଦୁବାଇ। ପ୍ରବଳ ବର୍ଷା କାରଣରୁ ଏଠାରେ ଚାରି ଆଡେ ଖାଲି ପାଣି ଆଉ ପାଣି। ପ୍ରବଳ ବର୍ଷା କାରଣରୁ ବିମାନ ବନ୍ଦର ମଧ୍ୟରେ ପାଣି ପଶିଯାଇଛି। ଏହାପରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନେକ ସମୟ ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଥିଲା। ଏହାମଧ୍ୟରେ ଦୁବାଇର ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ୨୩ ସେକେଣ୍ଡର ଭିଡିଓରେ ଏଭଳି କିଛି ଅଛି ଯାହାକୁ ଦେଖିବା ମାତ୍ରେ ଯେ କେହି ମଧ୍ୟ କିଛି ସମୟ ପାଇଁ ଭୟଭୀତ ହୋଇ ଯିବ। ଭିଡିଓରେ ଦେଖାଯାଉଛି, ଦୁବାଇରେ ହଠାତ୍ କିଭଳି ବଦଳି ଯାଉଛି ପାଗ। ଆକାଶ ସମୂର୍ଣ୍ଣ ସବୁଜ ହୋଇ ଯାଉଛି। ଏହି ପୋଷ୍ଟକୁ ଗୋଟିଏ ଦିନ ପୂର୍ବରୁ ଏକ୍ସରେ ଶେୟାର କରାଯାଇଛି। ସେବେ ଠାରୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓକୁ ଦେଖି ସାରିଲେଣି। ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

- Advertisement -

ଏକ ରିପୋର୍ଟ ଅନୁଯାୟୀ ଆକାଶର ରଙ୍ଗ ଏଭଳି ହେବାର କାରଣ,ଆକାଶରେ ଚାରିଆଡେ ପଡିଥିବା ରଶ୍ମି ବାୟୁମଣ୍ଡଳ ଦ୍ୱାରା ବାଦଲରେ ବରଫର ବିନ୍ଦୁ ଗୁଡିକୁ ଚମକାଇଥାଏ। ପର୍ଯ୍ୟାନ୍ତ ଗଭୀର ଓ ପାଣିର ମାତ୍ରାରେ ଥିବା ବାଦଲ ପାଣି/ବରଫର ବିନ୍ଦୁ ମୁଖ୍ୟତଃ ନୀଳ ରଙ୍ଗର ରଶ୍ମୀ ହୋଇଥାଏ। ଯେତେବେଳେ ବାୟୁମଣ୍ଡଳରେ ପଡିଥିବା ଲାଲ ରଶ୍ମି ବାଦଲରେ ନୀଳ ପାଣି/ବରଫର ବୁନ୍ଦାକୁ ଚମକାଏ, ସେତେବେଳେ ତାହା ସବୁଜ ରଙ୍ଗ ଭଳି ଚମକୁଥିବା ଦେଖାଯାଏ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories