www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପାରାଦୀପ: ଆଜିଠୁ ୨ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ..

ମାଛ ବଂଶ ବୃଦ୍ଧି ପାଇଁ ସରକାର ଲଗାଇଛନ୍ତି ରୋକ୍‌‌..

- Advertisement -

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ..

ବୌଦ୍ଧ ରାଣୀପଦର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ବସ୍ ମୁହାଁମୁହିଁ ଧକ୍କା, ୨୦ ଗୁରୁତର..

ଆସନ୍ତା ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର: ସକାଳ ସାଢେ ୮ଟା ସୁଦ୍ଧା ୩୨ଡିଗ୍ରୀ ଟପିଲା ୪ ସହର..

ଆଇପିଏଲ୍ ମହାସମର; ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ହରାଇଲା ଚେନ୍ନାଇ, ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋର୍..

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ..

ଏପ୍ରିଲ ମାସରେ କେଉଁ ରାଶି ହେବେ ମାଲାମାଲ୍ , ଏମାନଙ୍କର ରହିଛି ବିବାହ ଯୋଗ..

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌‌ ଜୟଶଙ୍କର ଗୋଟିଏ ଫୋନ୍‌‌ କଲରେ ତତ୍ପର ଇରାନ୍‌‌..

ରାଜସ୍ଥାନ ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ସହ ଧକ୍କା ପରେ ଜଳିଗଲା କାର୍; ଗୋଟିଏ ପରିବାରର ୭ ସଦସ୍ୟ ଜୀବନ୍ତ ଦଗ୍ଧ..

ଖଣ୍ଡଗିରି : ତେଲ ଟ୍ୟାଙ୍କରକୁ ପିଟିଲା କାର ; ୨ ଗୁରୁତର..

ବିଜେପି ନେତାଙ୍କ ବିରୋଧରେ ଫେରାଦ ହେଲା ବିଜେଡି..

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ..

ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..

ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ଧମକାଇବା ସହ ପ୍ରଚାରରେ ଛୋଟପିଲାଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ..

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories