bjd  ek lkhya koti banner

କଲବଲ କରୁଛି ତାତି ; ଜଳୁଛି ରାଜଧାନୀ

mission shakti banner

ଭୁବନେଶ୍ୱର : ପୁଣି ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରବଳ ଖରା। ଜଳୁଛି ରାଜଧାନୀ। ଆଜି ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନ ସହ ରାଜଧାନୀରେ ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର


ବାଲେଶ୍ୱର ୩୯.୬, ଚାନ୍ଦବାଲି ୩୮.୭, ଝାରସୁଗୁଡା ୩୮.୪, କେନ୍ଦୁଝର ୩୮ , ହୀରାକୁଦ ୩୭.୫, ରାଉରକେଲା ୩୭, ସମ୍ବଲପୁର ୩୬.୮, ଗୋପାଳପୁର ୩୫.୨, ପାରାଦୀପ ୩୫, ପୁରୀ: ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ତେଲ ଟ୍ୟାଙ୍କରକୁ ଧକ୍କା ଦେଲା କାର ; ୨ ଗୁରୁତର

Comments are closed.