ଭୁବନେଶ୍ୱର : ପୁଣି ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରବଳ ଖରା। ଜଳୁଛି ରାଜଧାନୀ। ଆଜି ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନ ସହ ରାଜଧାନୀରେ ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାଲେଶ୍ୱର: ୩୯.୬°C
ଭୁବନେଶ୍ୱର: ୩୯.୨°C
ଚାନ୍ଦବାଲି: ୩୮.୭°C
ଝାରସୁଗୁଡା: ୩୮.୪°C
କେନ୍ଦୁଝର: ୩୮°C
ହୀରାକୁଦ: ୩୭.୫°C
ରାଉରକେଲା: ୩୭°C
ସମ୍ବଲପୁର: ୩୬.୮°C
ଗୋପାଳପୁର: ୩୫.୨°C
ପାରାଦୀପ: ୩୫°C
ପୁରୀ: ୩୪.୫°C— Meteorological Centre, Bhubaneswar (@mcbbsr) April 15, 2024
ବାଲେଶ୍ୱର ୩୯.୬, ଚାନ୍ଦବାଲି ୩୮.୭, ଝାରସୁଗୁଡା ୩୮.୪, କେନ୍ଦୁଝର ୩୮ , ହୀରାକୁଦ ୩୭.୫, ରାଉରକେଲା ୩୭, ସମ୍ବଲପୁର ୩୬.୮, ଗୋପାଳପୁର ୩୫.୨, ପାରାଦୀପ ୩୫, ପୁରୀ: ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି।



