www.samajalive.in
Sunday, December 14, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୋଷ୍ଟ ଓ୍ବାଣ୍ଟେଡ୍ ମାଓନେତାକୁ ଗିରଫ କଲା ଏନଆଇଏ.. ଓଡ଼ିଶା ସମେତ ୪ ରାଜ୍ୟରୁ ଆଦାୟ କରୁଥିଲା ଦାଦାବଟି..

ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍‌ରେ ମୋଦୀ..

- Advertisement -

ଆସନ୍ତାକାଲି ଠାରୁ ୪ ଦିନ ଯାଏଁ ୬ ରୁ ୮ ଡିଗ୍ରୀ ବଢିବ ଦିନର ତାତି..

ଇଦରେ ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରେ ଭେଟିଲେ ପତ୍ନୀ ବୁଶରା ବିବି..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର କାର୍ଯ୍ୟରୁ ବହିଷ୍କୃତ.. ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ କାର୍ଯ୍ୟରୁ ବହିଷ୍କାର କଲା ଭିଜିଲାନ୍ସ..

ଲଣ୍ଡନରେ ୧୨ ଭାରତୀୟ ଗିରଫ.. ସେମାନେ ଭିସା ଅବଧି ଶେଷ ହୋଇଥିଲେ ମଧ୍ୟ ଲଣ୍ଡନରେ ଅନଧିକୃତ ଭାବେ ବିଭିନ୍ନ କାରଖାନାରେ କାମ କରୁଥିବା କୁହାଯାଇଛି..

ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ବିଧାୟକ ପଦ ରଦ୍ଦ.. ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ.. ପଦ ରଦ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ..

ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ.. ଦଳର ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର..

ଆଲିଆ ଭଟ୍ଟଙ୍କ ନକଲ କରି କୋଟିପତି ହେଲେ ଏହି ଯୁବତୀ, ଘର ପରେ ଏବେ ଦାମୀ କାର୍‌

ଆନ୍ଧ୍ରରେ ଉଗାଡି ଉତ୍ସବ ବେଳେ ବିଦ୍ୟୁତ୍ ଆଘାତ ଲାଗି ୧୩ ଶିଶୁ ଆହତ..

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତାଙ୍କୁ ଗିରଫ କଲା ସିବିଆଇ..

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ.. ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ..

୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବୋମାମାଡ.. ମଞ୍ଚେଶ୍ୱର ଥାନା ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ.. ସୁଧ ଟଙ୍କା ଆଦାୟକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା..

ଆଜି ବିଶ୍ୱ ଛେନାପୋଡ ଦିବସ.. ନୟାଗଡରେ ଧୁମଧାମରେ ପାଳନ.. ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦାବି..

ଗୋପ-କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ଜଣେ ମୃତ, ୨ ଗୁରୁତର..

 

 

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories