ଆଲିଆ ଭଟ୍ଟଙ୍କ ନକଲ କରି କୋଟିପତି ହେଲେ ଏହି ଯୁବତୀ, ଘର ପରେ ଏବେ ଦାମୀ କାର୍‌

ମୁମ୍ବଇ: ୨୪ ବର୍ଷୀୟା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ତଥା ମିମିକ୍ରି କଳାକାର ଚାନ୍ଦିନୀ ଭାଭଡ଼ା ଓରଫ୍ ଚାନ୍ଦିନୀ ମିମିକ୍ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶିବା..ଶିବା.. କହୁଥିବା ଚାନ୍ଦିନୀ ଭାଭଡ଼ାଙ୍କ ଭିଡିଓ ପ୍ରାୟ ସମସ୍ତେ ଦେଖିଥିବେ। ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରୁ ଆଲିଆ ଭଟ୍ଟଙ୍କ ନକଲ କରି ଚାନ୍ଦିନୀ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ତାଙ୍କ ଭିଡିଓ ଏତେ ଲୋକପ୍ରିୟ ହୋଇଥିଲା ଯେ, ନିଜେ ଆଲିଆ ଭଟ୍ଟ ତାଙ୍କୁ ଶ୍ରେଷ୍ଠ ମିମିକ୍ରି କଳାକାର ଓ ତାଙ୍କ ପ୍ରିୟ ବୋଲି କହିଥିଲେ। … Continue reading ଆଲିଆ ଭଟ୍ଟଙ୍କ ନକଲ କରି କୋଟିପତି ହେଲେ ଏହି ଯୁବତୀ, ଘର ପରେ ଏବେ ଦାମୀ କାର୍‌