www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ୨୦ଟି ଆସନରେ ବିଜେପି କରିପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଜି ୨୦ରୁ ୨୨ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ଏନେଇ ସୂଚନା ଦେଇଛନ୍ତି। ରାଉରକେଲା ଏବଂ ସୁନ୍ଦରଗଡ ଗସ୍ତ କରି ତୋମାର ଏହି ସୂଚନା ଦେଇଛନ୍ତି। ରାଉରକେଲା ବିଧାନସଭା ଆସନ ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବ ବୋଲି ପୂର୍ବରୁ କହିଥିଲେ ଜୁଏଲ ଓରାମ। ତେଣୁ ଦିଲ୍ଲୀପଙ୍କୁ ଟିକେଟ ମିଳିବା ନେଇ ଆଶା କରାଯାଉଛି। ଏହି ଅବସରରେ ତୋମାର କହିଛନ୍ତି ଯେ ସବୁ ଆସନରେ ବୁଝିବିଚାରି ପ୍ରାର୍ଥୀ ଦିଆଯାଉଛି। ଯେପରି କେନ୍ଦ୍ରରରେ ଓ ରାଜ୍ୟରେ ବିଜେପି ସରକାର ଆସିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories