www.samajalive.in
Saturday, December 6, 2025
26.1 C
Bhubaneswar

ମାଡମାରି ୫ ଲକ୍ଷ ଟଙ୍କା , ଲାପଟପ୍, ମୋବାଇଲ୍ ଲୁଟ୍

କୁଚିଣ୍ଡା : ମାଡମାରି ଲକ୍ଷାଧିକ ଟଙ୍କା ଲୁଟ୍। ଜଣେ ଘରୋଇ ସ୍କୁଲ୍ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲଇକେରା ଥାନା ବାଘଡିହି ସ୍ଥିତ ସ୍କୁଲ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ଏହି ଲୁଟ୍ ହୋଇଛି।

ଗୋପ-କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣେ ମୃତ, ୨ ଗୁରୁତର

- Advertisement -

ନଗଦ ୫ ଲକ୍ଷ ଟଙ୍କା ସହ ମୋବାଇଲ ଓ ଲାପଟପ୍ ମଧ୍ୟ ଲୁଟ୍ ହୋଇଛି। ପ୍ରାୟ ୮ ରୁ ୧୦ ଜଣ ଲୁଟେରା ଘରେ ପଶି କର୍ମଚାରୀଙ୍କୁ ମାଡ ମାରି ଲୁଟ୍ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories