www.samajalive.in
Sunday, December 14, 2025
23.1 C
Bhubaneswar

୧୦ ଏପ୍ରିଲରେ ବଜାଜ ଆଣିବ ନିଜ ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଲୋକପ୍ରିୟ ବାଇକ ପଲସର ଲାଇନଅପକୁ ବଢାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ୧୦ ଏପ୍ରିଲରେ ନୂଆ ବାଇକ ପଲସର ଏନ୨୫୦ର ବଜାର ପ୍ରବେଶ କରାଇବ । ବାଇକରେ ‘ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ’ ଆସିବ । ଏହାର ପ୍ରାରମ୍ଭିକ ଦାମ୍ ୨.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ ।

ଏଥିରେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ଏଲସିଡି କନସୋଲ ମିଳିବ । ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି, କଲ୍ ମେସେଜ୍ ଆଲର୍ଟ ଏବଂ ଜିପିଏସ୍ ଭଳି ସୁବିଧା ମିଳିବ । କମ୍ପାନୀ ଏହାକୁ ୩ ରଙ୍ଗ ବିକଳ୍ପ ରେସିଂ ରେଡ୍, କାରେବିୟନ ବ୍ଲୁ ଏବଂ ବ୍ରକଲିୟନ ବ୍ଲାକରେ ଆଣିପାରେ ।

ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…

- Advertisement -

ଏହାର ଫିଚର୍ସରେ ଗିୟର ଇଣ୍ଡିକେଟର, ମୋବାଇଲ ଚାର୍ଜର, ଏଲଇଡି ହେଡଲ୍ୟାମ୍ପ ସାମିଲ । ଏଥିରେ ୨୪୯.୦୭ ସିସିର ୪ ଷ୍ଟ୍ରୋକ୍, ୨ ଭାଲଭ ଅଏଲ କୁଲ୍ଡ ଇଞ୍ଜିନ୍ ମିଳିବ ଯାହା ୨୪.୫ ଏଚପିର ସର୍ବାଧିକ ଶକ୍ତି ଏବଂ ୨୧.୫ ଏନଏମର ସର୍ବାଧିକ ଟର୍କ ଉତ୍ପନ କରିଥାଏ । ଟ୍ରାନ୍ସମିଶନ କଥା କହିବା ତ ଇଞ୍ଜିନରେ ୫ ସ୍ପିଡ୍ ଗିୟରବକ୍ସ ମିଳିବ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories