ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଗାଡି ନିର୍ମାଣ କରୁଥିବା କମ୍ପାନୀ ନେକ୍ସଜେନ୍ ଏନର୍ଜିଆ ୩୬,୯୯୦ ଟଙ୍କା ମୂଲ୍ୟରେ ଏକ ଦୁଇଚକିଆ ଇଭି ବଜାରକୁ ନେଇଆସିଛି । ଅଭିନେତା ତଥା ବ୍ୟବସାୟୀ ସୁନିଲ ସେଟ୍ଟୀ କମ୍ପାନୀର ଏହି ଗାଡିକୁ ଅନଭିଲ୍ କରିଥିଲେ । ଏହାର ଦାମ୍ ୩୬,୯୯୦ ଟଙ୍କା ଯାହାକି କମ୍ପାନୀର ସବୁଠୁ କମ୍ ଦାମର ମଡେଲ । ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର… Related Posts ମହାନଦୀରେ ସମ୍ଭାବ୍ୟ … Continue reading ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…