www.samajalive.in
Sunday, December 14, 2025
23.1 C
Bhubaneswar

ଜେମିନିରେ ଆସିଲା ନୂଆ ଫିଚର, ସହଜରେ ଚାଲୁ ହୋଇଯିବ ମ୍ୟାପ୍

ନୂଆଦିଲ୍ଲୀ : ଗୁଗଲ ନିଜ ଜେମିନି ଏଆଇ ଚାଟବୋଟ୍ ମଡେଲକୁ ୟୁଜର୍ସଙ୍କ ପାଇଁ ଉତ୍ତମ କରିବା ପାଇଁ ଲଗାତର ଅପଡେଟ୍ କରୁଛି । ଗୁଗଲ ଏଥିପାଇଁ ଏକ ନୂଆ ଅପଡେଟ୍ ଜାରି କରିଛି ଯେଉଁଥିରେ ୟୁଜର୍ସ ମ୍ୟାପ୍ ନେଭିଗେସନ ଅନୁରୋଧ କଲେ ଜେମିନି ସ୍ବୟଂ ଚାଳିତ ଭାବେ ମ୍ୟାପ୍ ନେଭିଗେସନ ଆରମ୍ଭ କରିଦେବ ।

ଯେବେ ଉପଭୋକ୍ତା କୌଣସି ସ୍ଥାନର ନିର୍ଦ୍ଦେଶ ଦେବେ ଜେମିନି ସେହି ସ୍ଥାନକୁ ଯାତ୍ରା କଲେ କେତେ ସମୟ ଲାଗିବ, କେତେ ଦୂରତା, ଏବେ ସେହି ରାସ୍ତାରେ ଟ୍ରାଫିକ୍ ଭିଡ ଅଛି କି ନାହିଁ ଏସବୁ ଜଣାଇଦେବ । ଏହା ବ୍ୟତୀତ ଉପଭୋକ୍ତା ରାସ୍ତା ମ୍ୟାପ୍ ମଧ୍ୟ ଦେଖିପାରିବେ ଏବଂ ଦିଗ ମଧ୍ୟ ଦେଖିପାରିବେ । ନୂଆ ଅପଡେଟ୍ ଅନୁସାରେ ଜେମିନି ଆପରେ ଏଣିକି କ୍ୟାଲେଣ୍ଡର ଏବଂ ଏଥିରେ ରିମାଇଣ୍ଡ ସେଟ୍ କରିହେବ । ଗୁଗଲ ଜେମିନି ଆପ୍ ଏଣିକି ମଣିଷଙ୍କ ଭଏସ୍ କମାଣ୍ଡ ମଧ୍ୟ ନେଇପାରିବ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories