www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଜେପି ଛାଡିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା..

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ରାଜ୍ୟ ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର..

- Advertisement -

କେନ୍ଦୁଝର ବଳଦେବଜିଉ ମନ୍ଦିର ହୁଣ୍ଡିରୁ ଚୋରି..

ହୁଣ୍ଡି ତାଡି ଟଙ୍କା ଓ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ..

ହୃଦଘାତରେ ଗ୍ୟାଙ୍ଗଷ୍ଟାର ମୁଖତାର ଆନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା..

ସାରା ରାଜ୍ୟରେ ୧୪୪ ଧାରା ଜାରି..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ୍‍ ଗେଟ୍ସଙ୍କ ମଧ୍ୟରେ ଆଲୋଚନା..

ଏଆଇଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଜଳବାୟୁ ଉପରେ ଚର୍ଚ୍ଚା..

ଶିକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା..

ଜମ୍ମୁ ଶ୍ରୀନଗର ରାମବନ ଘାଟିରେ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍, ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ..

ପାରିବାରିକ କଳହର କରୁଣ ପରିଣତି..

କଳାହାଣ୍ଡି ନାରାୟଣପାଟଣା ବ୍ଲକ ବାସନପୁଟ ଗାଁରେ ଜ୍ୱାଇଁର ଛୁରାମାଡରେ ଶ୍ୱଶୁର ମୃତ..

ମୃତଦେହ ଜବତ କରି ପୁଲିସର ତଦନ୍ତ ଆରମ୍ଭ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories