ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମା ଶଙ୍କର ଦାଶଙ୍କ ସହ ବହୁ ବରିଷ୍ଠ ଆଇପିଏସ ଅଧିକାରୀ ବୈଠକରେ ଉପସ୍ଥିତ ରହିଛନ୍ତି। ଏହାସହ ଭିଡ଼ିଓ କନଫରେନ୍ସିଂରେ ସବୁ ଜିଲ୍ଲା ଏସପି ମଧ୍ୟ ଯୋଡି ହୋଇଥିଲେ। ନିର୍ବାଚନ ପ୍ରସ୍ତୁତି ଓ ସୁପରିଚାଳନା ନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି।
Popular Categories



