ଡେସ୍କ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆଜି ଭାରତ ରାଷ୍ଟ୍ର ସମିତି, ବିଆରଏସ ନେତା କେ କବିତାଙ୍କୁ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ପଠାଇ ଦେଇଛନ୍ତି। ଇଡି ଗତକାଲି କବିତାଙ୍କୁ ଗିରଫ କରିଥିଲା। ଇଡି କବିତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତାଙ୍କ ସହ ମିଶି ସେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।
Popular Categories



