www.samajalive.in
Sunday, December 7, 2025
14.1 C
Bhubaneswar

ଆତଙ୍କବାଦୀ ଲିଙ୍କରେ ଅନସାରୀ ଗିରଫ ; ୨୬/୧୧ ଭଳି ସିରିଏଲ ବ୍ଲାଷ୍ଟ ଯୋଜନା କରୁଥିଲା

ଝାରସୁଗୁଡା : ଆତଙ୍କବାଦୀ ଲିଙ୍କରେ ବ୍ରଜରାଜନଗରର ଜାଭେଦ ଅନସାରୀ ଗିରଫ ହୋଇଛି। ଫେସବୁକରେ ଆପତ୍ତିଜନକ ବାର୍ତ୍ତା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିକୁ ଧମକପୂର୍ଣ ଇ-ମେଲ ଦେଇଥିଲା। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ରାଡାରରେ ଅନସାରୀ। ସମଗ୍ର ଭାରତରେ ୨୬/୧୧ ଭଳି ସିରିଏଲ ବ୍ଲାଷ୍ଟ କରିବା ଯୋଜନା କରୁଥିଲା। ବ୍ରଜରାଜନଗର ପୁଲିସ ନିଜ ଆଡୁ ମାମଲା ରୁଜୁ କରି କରି ତଦନ୍ତ ଜାରି ରଖିଛି। ଏନେଇ ଝାରସୁଗୁଡା ଏସପି ସ୍ମିତ ପରମାର ସୂଚନା ଦେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories