www.samajalive.in
Friday, December 12, 2025
16.1 C
Bhubaneswar

ବନ୍ଧୁକ ଦେଖାଇ କୁନି ପିଲାକୁ ଅପହରଣ ଉଦ୍ୟମବେଳେ ଉଦ୍ଧାର କଲା ପୋଷା କୁକୁର

ନୂଆଦିଲ୍ଲୀ : ପୋଷା ଜୀବଜନ୍ତୁ ସବୁବେଳେ ନିଜ ମାଲିକକୁ ଭଲ ପାଆନ୍ତି । ଏମିତି ଅନେକ ଉଦାହରଣ ଆଗରୁ ଦେଖିବାକୁ ମିଳିଛି । ଏବେ ଏହାର ଆଉ ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଏକ ପୋଷା କୁକୁର ନିଜ ମାଲିକକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଦେଉଛି । ସାମାଜିକ ଗଣମାଧ୍ୟମରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ଏକ ବନ୍ଧୁକ ଧରି ଏକ ଛୋଟ ପିଲାକୁ ଅପହରଣ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏହି ସମୟରେ ସେଠାରେ ଥିବା ପୋଷା କୁକୁର ତାକୁ ସଫଳ ହେବାକୁ ଦେଉନି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏଥିରେ ପ୍ରତିକ୍ରିୟା ରଖି ସମସ୍ତେ ପୋଷା କୁକୁରକୁ ପ୍ରଶଂସା କରୁଛନ୍ତି । ଆଉ କିଛି ଲୋକ କହୁଛନ୍ତି ଯେ କୁକୁରଟି ନିଜ କର୍ତ୍ତବ୍ୟ ଠିକ୍ ରୂପେ ପାଳନ କରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories