www.samajalive.in
Wednesday, December 10, 2025
14.1 C
Bhubaneswar

ଅନ୍ତିମ ଟେଷ୍ଟ ମ୍ୟାଚ ଜିତିଲା ଟିମ୍‍ ଇଣ୍ଡିଆଟ୍ଟ ଅଶ୍ୱନିଙ୍କ ବୋଲିଂରେ ଘାଇଲା ଇଂଲଣ୍ଡ

ଧର୍ମଶାଳା: ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ୬୪ ରନରେ ଇଂଲଣ୍ଡକୁ ହରାଇଲା ଭାରତ । ଗୋଟିଏ ଇନିଂସ ଥାଇ ଜିତିଲା ଇଣ୍ଡିଆ । ଭାରତ ୪୭୭ ରନ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୨୮ ରନ ଏବଂ ଦ୍ୱିତୀୟ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଛି । ୪-୧ ଟେଷ୍ଟ ସିରିଜି ଜିତି ନେଇଛି ଭାରତ । ଅଶ୍ୱନୀଙ୍କ ଦମଦାର ବୋଲିଂ ଯୋଗୁ ଧରାସାହି ହୋଇଥିଲା ଇଂଲଣ୍ଡ ଟିମ୍‍ । ଅଶ୍ୱନୀ ୫ ୱିକେଟ ନେଇଥିବା ବେଳେ କୁଳଦୀପ୍‍ ଓ ବୁମରାଙ୍କୁ ୨ଟି ଲେଖାଏଁ ମିଳିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories