www.samajalive.in
Saturday, December 6, 2025
26.1 C
Bhubaneswar

କାର୍ଯ୍ୟ କରି ବିଲ ନପାଇବାରୁ ମହିଳାଙ୍କର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଠାକୁରମୁଣ୍ଡା: କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପା୍ଝର ପଞ୍ଚାୟତ ଚମ୍ପା୍ଝର ଠାରେ ସ୍ଥାନୀୟ ଅଧିବାସୀ ଏବଂ ଏସଏଚଜି ମହିଳା ମାନଙ୍କ ଉଦ୍ୟମରେ ବ୍ଲକ ସହାୟତାରେ ଏକ ଶିବ ମନ୍ଦିର ନିର୍ମାଣ କାର୍ଯ୍ୟର ବର୍ଷେ ପରେ, ବିଲ ପାଇବା ପାଇଁ ଠାକୁରମୁଣ୍ଡା ବ୍ଲକ ଅଫିସ ସମ୍ମୁଖରେ ଆହୋରତ୍ର ଧାରଣା ଚାଲିଥିବାର ଦେଖିବାକୁ ମିଳିଛି । କାର୍ଯ୍ୟାଦେଶ ପାଇବାପରେ ଚମ୍ପା୍ଝର ଅଂଚଳର ଏସଏଚଜି ଗ୍ରୁପର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଋଣ ନେଇ କାମ କରିଥିଲେ। ବିଲ ପାଇବା ପରେ ଉଦ୍ଧାର ଭରଣା କରିବା ଲକ୍ଷ୍ୟରେ ମନ୍ଦିର କାର୍ଯ୍ୟ ସାରି ଦେଇଥିଲେ। ବିଲ ପାଇବା ପାଇଁ ବିଳମ୍ବ ହେବାରୁ ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ କ୍ରମେ, ଜିଲ୍ଲାପାଳ ମଧ୍ୟ ତାଙ୍କ ଅଭିଯୋଗ ଶୁଣାଣି ବେଳେ ନିର୍ଦେଶ ଦେଇଥିଲେ । ହେଲେ ନିର୍ମାଣ କାର୍ଯ୍ୟର ଏଜ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଲ ପାଇବା ଦାବିରେ ସେମାନେ ଆହୋରତ୍ର ଧାରଣାରେ ବସିଥିବାର ଜଣାଯାଇଛି । ସେମାନେ କରିଥିବା ଉନ୍ନୟନ କାର୍ଯ୍ୟର ବିଲ ପୈଠ କରା ନ ଗଲେ ସେମାନେ ବ୍ଲକ ଅଫିସ ଆଗରୁ ହଟିଵେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories