www.samajalive.in
Saturday, December 6, 2025
14.1 C
Bhubaneswar

ଆଠଗଡ ତହସିଲ ପକ୍ଷରୁ ପଥର ବୋଝେଇ ଗାଡି ଜବତ

ଆଠଗଡ : ଆଠଗଡ ତହସିଲ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ଶୁକ୍ରବାର ସକାଳେ ଆଠଗଡ ଥାନା ଅନ୍ତର୍ଗତ ଆଠଗଡ ମୁଣ୍ତଳି ରାସ୍ତାର ହୋଟେଲ ନିକଟରେ ପଥର ବୋଝେଇ ଗାଡିକୁ ଜବତ କରି ଆଠଗଡ ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହି ଚଢାଉରେ ଆଠଗଡର ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ସଦର ରାଜସ୍ୱ ନିରୀକ୍ଷକ ସିଲୁ ସାହୁ ପ୍ରମୁଖ ସାମିଲ ଥିଲେ। ଜବତ ଗାଡି ଠାରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ଛଡାଯାଇଥିବା ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories