ଦଶପଲ୍ଲା: ନୟାଗଡ ଦଶପଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ହମ୍ପସରେ ଭାରସାମ୍ୟ ହରାଇ ବାଇକ୍ରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗଣିଆ ଥାନା ପଣ୍ଡରାସିଂଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକ୍ ଚାଳକ ଯୁବକ ଜଣକ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
Popular Categories



