www.samajalive.in
Sunday, December 14, 2025
16.1 C
Bhubaneswar

ବାସ୍‌‌ ଗୋଟିଏ ପିଜୁଳି ; ମଧୁମେହ ଠାରୁ ରକ୍ତଚାପ ରୋଗୀଙ୍କ ପାଇଁ ଉପକାରୀ..

ନିୟମିତ ଗୋଟିଏ ଲେଖାଏଁ ପିଜୁଳି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଯେଉଁମାନେ ନିଜର ଓଜନ ବୃଦ୍ଧି ପାଇଁ ଚିନ୍ତିତ ସେମାନଙ୍କ ପାଇଁ ପିଜୁଳି ବେଶ ଲାଭଦାୟକ। ନିୟମିତ ଗୋଟିଏ ପିଜୁଳି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ମଧୁମେହ ରୋଗୀ ନିୟମିତ ପିଜୁଳି ଖାଇଲେ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ପିଜୁଳି ସେବନ ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଖାଦ୍ୟ ସହଜରେ ହଜମ ହୋଇଥାଏ। ଯାଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ।
ପିଜୁଳି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯାଦ୍ୱାରା ଆପଣ ବାରମ୍ବାର ରୋଗରେ ପଡିବେ ନାହିଁ। ସହଜରେ ସଂକ୍ରମଣ ଜନିତ ରୋଗର ଶିକାର ହେବେ ନାହିଁ।
ନିୟମିତ ଭାବେ ପିଜୁଳି ସେବନ କରିବା ଦ୍ୱାରା ଶିରାପ୍ରଶିରାରୁ ଖରାପ କୋଲେଷ୍ଟେରୋଲ୍‌‌ ବାହାରି ଯାଇଥାଏ।
ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ସେମାନେ ପିଜୁଳି ଖାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।
ନିୟମିତ ପିଜୁଳି ଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ହୃଦୟ ଜନିତ ରୋଗରୁ ରକ୍ଷା ପାଇବାକୁ ପିଜୁଳିର ସେବନ କରନ୍ତୁ।
ନିୟମିତ ପିଜୁଳି ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ।
ନିୟମିତ ପିଜୁଳି ସେବନ ମସ୍ତିକ ସୁସ୍ଥ ରହିବା ପାଇଁ ମଧ୍ୟ ଲାଭଦାୟକ। ଏହା ମାନସିକ ଦୁଃଶ୍ଚିନ୍ତାକୁ ଦୂର କରିବାରେ ସହାୟକ ହୋଇଥାଏ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories