www.samajalive.in
Saturday, December 6, 2025
19.1 C
Bhubaneswar

ବଡ ଯାଆକୁ ମାଡ ମାରି ସାନ ଯାଆ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ଗତ ୩ ତାରିଖ ବଡ ଯାଆ ବୁଦ୍ଧିନୀ ମୁଣ୍ଡାଙ୍କୁ ଲୁହା ପାଇପରେ ପ୍ରବଳ ମାଡ଼ ମାରି ଗୁରୁତର କରିଥିବା ସାନ ଯାଆ ସୁକାନ୍ତି ମୁଣ୍ଡା (୩୬)କୁ ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ବୁଦ୍ଧିନୀ ଏବେ ମଧ୍ୟ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଏନେଇ ପାଟଣା ଥାନାରେ ୮୮/୨୦୨୪ ମୂଳେ ସୁକାନ୍ତିଙ୍କ ନାମରେ ୩୪୧,୩୨୩,୩୨୫, ୩୦୭,୫୦୬ ଦଫାରେ ମାମଲା ରୁଜୁ କରାଯାଇଥିଲା । ଘରୋଇ ଗଣ୍ଡଗୋଳରୁ ଉତ୍ତ୍ୟକ୍ତ ସୁକାନ୍ତି ବଡ ଯାଆ ବୁଦ୍ଧିନୀଙ୍କୁ ଲୁହା ପାଇପରେ ମରଣାନ୍ତକ ଆକ୍ରମଣ କରିଥିଲା ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories