www.samajalive.in
Saturday, December 13, 2025
26.1 C
Bhubaneswar

ସୁପ୍ରିମକୋର୍ଟର ହୀରକ ଜୟନ୍ତୀ, ମାଗଣାରେ ମିଳିବ ସବୁ ନିଷ୍ପତ୍ତି

ଡେସ୍କ: ଆସନ୍ତାକାଲି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ହୀରକ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି ଅବସରରେ ସେ ଲୋକମାନଙ୍କ ସୁବିଧା ନିମନ୍ତେ ଏକାଧିକ ବୈଷୟିକ ପଦକ୍ଷେପର ଶୁଭାରମ୍ଭ କରିବେ, ଯେଉଁଥିରେ ଡିଜିଟାଲ୍ ସୁପ୍ରିମକୋର୍ଟ ରିପୋର୍ଟ, ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମକୋର୍ଟର ଏକ ନୂତନ ୱେବସାଇଟ୍ ରହିଛି। ଶ୍ରୀ ମୋଦୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଜାଣନ୍ତୁ.. ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗିଯାଏ?

- Advertisement -

ଡିଜିଟାଲ୍ ସୁପ୍ରିମକୋର୍ଟ ରିପୋର୍ଟ ଦେଶର ନାଗରିକଙ୍କ ପାଇଁ ସୁପ୍ରିମକୋର୍ଟର ନିଷ୍ପତ୍ତିଗୁଡିକୁ ମାଗଣାରେ ଏବଂ ଇଲେକ୍ଟ୍ରୋନିକ୍ ଫର୍ମାଟରେ ଉପଲବ୍ଧ କରାଇବ। ଡିଜିଟାଲ୍ ସୁପ୍ରିମକୋର୍ଟ ରିପୋର୍ଟର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ୧୯୫୦ ପରଠାରୁ ସୁପ୍ରିମକୋର୍ଟର ସମସ୍ତ ୫୧୯ ଭଲ୍ୟୁମ୍ ରିପୋର୍ଟ ଯେଉଁଥିରେ ୩୬ ହଜାରରୁ ଅଧିକ ମାମଲା ଡିଜିଟାଲ୍ ଫର୍ମାଟରେ ସମସ୍ତଙ୍କ ଉପଲବ୍ଧ ହେବ। ସେହିପରି ଇଲେକ୍ଟ୍ରୋନିକ୍ ଫର୍ମରେ ଜିଲ୍ଲା କୋର୍ଟର ବିଚାରପତିଙ୍କ ନିକଟରେ କୋର୍ଟ ରେକର୍ଡ ଉପଲବ୍ଧ କରାଇବା ପାଇଁ ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଡିଜିଟାଲ୍ କୋର୍ଟ ୨.୦ ଆବେଦନ ହେଉଛି ଏକ ନୂତନ ପଦକ୍ଷେପ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories