ଜାଣନ୍ତୁ.. ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗିଯାଏ?

ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବାକୁ ଅନେକ ଦିନ ହୋଇସାରିଛି। ମାତ୍ର ଏହାପରେ ମଧ୍ୟ ଅନେକ ଲୋକେ ପ୍ରାଣ ପ୍ରତିଷ୍ଠା ଓ ଏହାସହ ଜଡିତ ସମସ୍ତ କଥା ବିଷୟରେ ଜାଣିବାକୁ ଇଚ୍ଛୁକ ଓ ସେମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗୁଗଲରେ ପ୍ରାଣ ପ୍ରତିଷ୍ଠା ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ଅନେକ ସଂଖ୍ୟାରେ ଲୋକେ ଏହା … Continue reading ଜାଣନ୍ତୁ.. ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗିଯାଏ?