www.samajalive.in
Sunday, December 14, 2025
26.1 C
Bhubaneswar

ରାତିରେ ଦର୍ଶନ ଦେବେ ରାମଲାଲା, ଜାଣନ୍ତୁ ନୂଆ ସମୟ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଦର୍ଶନର ସମୟ ବଢାଇବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭକ୍ତମାନେ ରାତି ୧୦ ଟା ପର‌୍ୟ୍ୟନ୍ତ ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏହାପୂର୍ବରୁ ଏହି ସମୟ ସନ୍ଧ୍ୟା ସାତଟା ପର‌୍ୟ୍ୟନ୍ତ ଥିଲା । ସକାଳ ୭ ଟାରୁ ସକାଳ ୧୧.୩୦ ପର‌୍ୟ୍ୟନ୍ତ ଦର୍ଶନ ଅନୁଷ୍ଠିତ ହେବ।

ସରକାରୀ ସୂତ୍ର ଅନୁଯାୟୀ, ପ୍ରାୟ ପାଞ୍ଚ ଲକ୍ଷ ଭକ୍ତ ମନ୍ଦିରରେ ଦର୍ଶନ ପାଇଁ ଅଯୋଧ୍ୟାରେ ଭିଢ କରୁଛନ୍ତି ଏବଂ ଭକ୍ତଙ୍କ କ୍ରମାଗତ ଆଗମନ ଜାରି ରହିଛି। ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ୧୦ରୁ ୧୫ ଦିନ ପରେ ଅଯୋଧ୍ୟାକୁ ଆସି ରାମଲାଲାଙ୍କ ଦର୍ଶନ କରିବାକୁ ନିବେଦନ କରିଛି। ସୂଚନାଯୋଗ୍ୟ ଯେ ୮ହଜାରରୁ ଅଧିକ ପୁଲିସ ସୁରକ୍ଷା ଉପରେ ନଜର ରଖିଛନ୍ତି । ପୁଲିସ ମହାନିର୍ଦ୍ଦେଶ କହିଛନ୍ତି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ମଧ୍ୟ ଅଯୋଧ୍ୟାରେ ରହି ସୁରକ୍ଷା ବ୍ୟବସ୍ଥାର ଯାଂଚ କରୁଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories