BJD Bijuli 480×75 Mob

ଭୂକମ୍ପ ପରେ ଜାପାନରେ ସୁନାମୀ ପାଇଁ ଚେତାବନୀ

BJD Bijuli 480×75 Mob

ଟୋକିଓ : ନୂଆବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜାପାନର ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଜାପାନରେ ସୁନାମୀ ନେଇ ଚେତାବନୀ ଜାରି କରାଯାଇଛି। ଏହି ଭୂମିକମ୍ପରେ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ।

Comments are closed.