www.samajalive.in
Saturday, December 6, 2025
15.1 C
Bhubaneswar

୨୩ ବର୍ଷରୁ କମ୍‌ ମହିଳା ଟି୨୦- କେରଳ ନିକଟରୁ ହାରିଲା ଓଡ଼ିଶା

କଟକ  : କଲକାତାର ବରସାତ ଗ୍ରାଉଣ୍ଡରେ ବିସିସିଆଇ ୨୩ ବର୍ଷରୁ କମ୍‌ ମହିଳା ଟି୨୦ କ୍ରିକେଟର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ କେରଳ ନିକଟରୁ ଓଡ଼ିଶା ୮ ୱିକେଟରେ ପରାଜିତ ହୋଇଛି। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୭.୧ ଓଭରରେ ୬୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତନ୍ମୟୀ ବେହେରା ୧୭,ଅଲିପ୍ସା ବିଶ୍ବାଳ ୧୧ରନ କରିଥିଲେ।

 

- Advertisement -

କେରଳ ପକ୍ଷରୁ ସି.କେ ନନ୍ଦନା ୪ଟି ୱିକେଟ ନେଇଥି​‌େ​ଲ।
ଜବାବରେ କେରଳ ୧୩.୧ ଓଭର ଖେଳି ୨ ୱିକେଟ ବିନିମୟରେ ୭୧ରନ କରି ବିଜୟୀ ହୋଇଥିଲା। ମାନଭି ୩୨ରନ କରିଥିଲେ। ଓଡ଼ିଶା ପକ୍ଷରୁ ତରନ୍ନା ପ୍ରଧାନ ୨ଟି ୱି​‌େ​‌କଟ ନେଇଥିଲେ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories