BJD Bijuli 480×75 Mob

ରୁଟିଶିଳାରେ ଫୁଟବଲ ପ୍ରତିଯୋଗିତା

BJD Bijuli 480×75 Mob
ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମ ପଞ୍ଚାୟତରେ ଯୁବ ଫୁଟବଲ୍ ଆସୋସିଏସନ୍ ତରଫରୁ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଗୁରୁବାର ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ପଣ୍ଡପଡା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡି ଉପସଭାପତି ସେକ ଇମରାନ, ଜିଲ୍ଲା ପରିଷଦ ସଦସ୍ୟ ଯାଜ୍ଞସେନୀ ମହାନ୍ତ, ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦ୍ରୌପଦୀ ଦଣ୍ଡପାଟ , ଘଟଗାଁ ବ୍ଲକ ଉପାଧ୍ୟକ୍ଷ ଯଦୁମଣି ନାଏକ, ଜିଲ୍ଲା ବିଜେଡ଼ି ଡିଜିଟାଲ ସେକ୍ରେଟାରୀ ରିତେଶ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖଙ୍କ ସହ ଅନେକ ମନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Comments are closed.