www.samajalive.in
Sunday, December 14, 2025
14.1 C
Bhubaneswar

ବିଶ୍ବକପ୍‌ରେ ଇତିହାସ ରଚିଲେ ରୋହିତ ଶର୍ମା

ମୁମ୍ବଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଅଧିନାୟକ ତଥା ହିଟ୍‌ମ୍ୟାନ ରୋହିତ ଶର୍ମା ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଇତିହାସରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି। ବିଶ୍ୱକପ ଇତିହାସରେ ରୋହିତ ଶର୍ମା ସର୍ବାଧିକ ୫୦ ଛକା ମାରି ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। କ୍ରିସ୍‌ ଗେଲ୍‌ ବିଶ୍ୱକପରେ ୪୯ଟି ଛକା ମାରିଛନ୍ତି।

ବିଶ୍ବକପ୍‌ରେ ସର୍ବାଧିକ ଛକା:

- Advertisement -

୫୦- ରାହିତ ଶର୍ମା

୪୯- କ୍ରିସ୍‌ ଗେଲ୍‌

୪୩- ଗ୍ଲେନ ମ୍ୟାକ୍ସୱେଲ

୩୭- ଏବି ଡିଭିଲିୟର୍ସ

୩୭- ଡେଭିଡ୍‌ ୱାର୍ନର

ଏହା ବ୍ୟତୀତ ରୋହିତ ଶର୍ମା ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ମଧ୍ୟ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି।

ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ ଛକା:

୨୭ – ରୋହିତ ଶର୍ମା (୨୦୨୩)

୨୬ – କ୍ରିସ୍ ଗେଲ୍ (୨୦୧୫)

୨୨ – ଇୟୋନ୍ ମୋର୍ଗନ୍ (୨୦୧୯)

୨୨ – ଗ୍ଲେନ ମ୍ୟାକ୍ସୱେଲ (୨୦୨୩)

୨୧ – ଏବି ଡିଭିଲିୟର୍ସ (୨୦୧୫)

୨୧ – କ୍ୱିଣ୍ଟନ୍ ଡି କକ୍ (୨୦୨୩)

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories