www.samajalive.in
Saturday, December 6, 2025
26.1 C
Bhubaneswar

ଆରୋଗ୍ୟ ରହିବା ପାଇଁ ପ୍ରଭୁ ଶଙ୍କରଙ୍କୁ ଅର୍ପଣ କରନ୍ତୁ..

ଗ୍ରହନକ୍ଷତ୍ରଙ୍କ ପ୍ରଭାବରୁ ରୋଗ ଲାଗି ରହିଥାଏ ବୋଲି କୁହାଯାଏ। ଏପରି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ..
ମୁଣ୍ଡବ୍ୟଥା, ଚକ୍ଷୁ ରୋଗ, ହାଡ଼ ଜନିତ ସମସ୍ୟା ଆଦିରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ଅରଖ ବୃକ୍ଷର ଫୁଲ, ପତ୍ର, ବେଲପତ୍ରରେ ପ୍ରଭୁଙ୍କୁ ପୂଜା କରନ୍ତୁ।
ଖିରରେ କଳାରାଶି ମିଶାଇ ପ୍ରଭୁଙ୍କ ରୁଦ୍ରାଭିଷେକ କରନ୍ତୁ। ଏଭଳି କରିବା ଦ୍ୱାରା ଚନ୍ଦ୍ରମାଙ୍କ ସମ୍ବନ୍ଧୀତ ବିଭିନ୍ନ ରୋଗ ଯେପରି କାଶ, ଥଣ୍ଡା, ମାନସିକ ଦୁଶ୍ଚିତା, ରକ୍ତଚାପରୁ ମୁକ୍ତି ମିଳେ।
ମଙ୍ଗଳଗ୍ରହ ଜାତକରେ ଦୁର୍ବଳ ହେବା ଦ୍ୱାରା ରକ୍ତ ସହ ଜଡ଼ିତ ବିଭିନ୍ନ ରୋଗ ହୋଇପାରେ। ତେବେ ବିଭିନ୍ନ ଜଡ଼ିବୁଟୀର ରସରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।

ବୁଧ ଗ୍ରହ ଦୁର୍ବଳ ହେବା ଦ୍ୱାରା ଚର୍ମ ରୋଗ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଜଡ଼ିବୁଟୀରେ ଅଭିଷେକ କରାନ୍ତୁ।
ପ୍ରଭୁଙ୍କ ନିକଟରେ ହଳଦୀ ମିଶ୍ରିତ ଖିରରେ ଅଭିଷେକ କରିବା ଦ୍ୱାରା ବୃହସ୍ପତିଙ୍କ ପ୍ରଭାବରୁ ସୃଷ୍ଟି ହେଉଥିବା ରୋଗରୁ ମୁକ୍ତି ମିଳେ।
ଶାରିରୀକ ତଥା ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ପଂଚାମୃତ ଓ ମହୁରେ ଅଭିଷେକ କରାନ୍ତୁ।
ମାଂସପେଶୀ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଆଖୁରସ ଓ ଦହିରେ ଅଭିଷେକ କରାନ୍ତୁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories