www.samajalive.in
Saturday, December 6, 2025
23.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ଆଜି ଆଲୋକର ପର୍ବ ଦୀପାବଳି – ‘ସମାଜ’ ପରିବାର ପକ୍ଷରୁ ଆମର ସମସ୍ତ ପାଠକଙ୍କୁ ଅନେକ ଅନେକ ଶୁଭେଚ୍ଛା
(୨) ଗୁଜରାଟର ସୁରତ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ସୂଚନା
– ଜଣେ ମୃତ, ଅନେକ ଗୁରୁତର ଆହତ
– ଦୀପାବଳିରେ ଘରକୁ ଫେରିବା ପାଇଁ ଷ୍ଟେସନରେ ହୋଇଥିଲା ଭିଡ
– ଟ୍ରେନ୍‌ରେ ଚଢ଼ିବା ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି
(୩) ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
(୪) ଦୀପାବଳୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଏହି ପର୍ବ ସମସ୍ତଙ୍କୁ ମାନବିକତାର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ
(୫) ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଛନ୍ତି, ଦୀପାବଳୀର ଆଲୋକ ଲୋକଙ୍କ ମଧ୍ୟରେ ଜ୍ଞାନ, ବିବେକ ଏବଂ କରୁଣା ଭାବର ସଂଚାର କରୁ
(୬) ଦୀପାବଳୀ ଅବସରରେ ଦେଶବାସୀଙ୍କ ଜୀବନରେ ଆନନ୍ଦ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
(୭) ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– କହିଲେ, ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ
(୮) ଦୀପୋତ୍ସବ ୨୦୨୩
– ଅଯୋଧ୍ୟାର ୫୧ଟି ଘାଟରେ ୨୨ ଲକ୍ଷ ୨୩ ହଜାର ଦୀପ ଜାଳି ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି
(୯) ପାକିସ୍ତାନରେ ସକାଳ ୬ଟା ୬ ମିନିଟରେ ଭୂମିକମ୍ପ ଅନୁଭୂତ
– ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧
(୧୦) ଆଜି ଆଇସିସି ବିଶ୍ୱକପ କ୍ରିକେଟର ଶେଷ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ୍‌ସ
– ଅପରାହ୍ନ ୨ଟାରେ ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଉଭୟ ଦଳ
(୧୧) ମୁକ୍ତିଲାଭ କଲା ସଲମନ-କ୍ୟାଟ୍ରିନା ଅଭିନୀତ ଚଳଚ୍ଚିତ୍ର ‘ଟାଇଗର-୩’

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories