www.samajalive.in
Sunday, December 14, 2025
15.1 C
Bhubaneswar

ବାୟୁ ପ୍ରଦୂଷଣ ; ରାଜଧାନୀରେ ପୁଣି ଫେରିଛି ଅଡ୍‌‌-ଇଭିନ୍‌‌ କଟକଣା

ନୂଆଦିଲ୍ଲୀ : ଚିନ୍ତା ବଢାଇଛି ରାଜଧାନୀରେ ବାୟୁ ପ୍ରଦୂଷଣ। ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ପୁଣି ଫେରିଛି ଅଡ୍‌‌-ଇଭିନ୍‌‌ ନିୟମ। ଏକ ସପ୍ତାହ ଯାଏଁ ଅଡ୍‌‌-ଇଭିନ୍‌‌ କଟକଣା ଲାଗୁ ହେବ। ନଭେମ୍ବର ୧୩ରୁ ୨୦ ତାରିଖ ଯାଏଁ ଏହା ଲାଗୁ ହେବ।ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଦଶମ, ଦ୍ୱାଦଶ ଶ୍ରେଣୀକୁ ଛାଡି ସ୍କୁଲରେ ଫିଜିକାଲ କ୍ଲାସ ମଧ୍ୟ ବନ୍ଦ ରଖାଯାଇଛି।

ସୂଚନା ଅନୁଯାୟୀ,ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ହେତୁ ଲୋକଙ୍କ ଅବସ୍ଥା ବେହାଲ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇ କହିଛନ୍ତି, ଦିଲ୍ଲୀରେ ଅଡ୍‌‌-ଇଭିନ୍‌‌ କଟକଣା ଲାଗୁ ହେବ। ଏହା ୧୩ ରୁ ୨୦ ନଭେମ୍ବର ମଧ୍ୟରେ କାର୍ୟ୍ୟକାରୀ ହେବ। ଆଜି ଦିଲ୍ଲୀ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories