ଦିନକ ପରେ ଶୀତ ସମ୍ଭାବନା
ଭୁବନେଶ୍ୱର : ଦିନକ ପରେ ଶୀତ ସମ୍ଭାବନା। ପାରଦ ତଳମୁହାଁ ହେବ। ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ପାରଦ ୩ ରୁ ୪ ଡିଗ୍ରୀ ଖସିବା ନେଇ ସମ୍ଭାବନା ରହିଛି।
ଆଗାମୀ #୨୪ଘଣ୍ଟା ରେ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନଥିବା ବେଳେ
ପରବର୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ରେ ୩ ରୁ #୪ଡ଼ିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି pic.twitter.com/XnXrzqdcbB
— Meteorological Centre, Bhubaneswar (@mcbbsr) November 6, 2023
ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
Comments are closed.