Browsing Tag

bbsr weather news update odia news odisha news

ତାତିରୁ ଆଶ୍ୱସ୍ତି ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀରୁ କମ୍

ଭୁବନେଶ୍ୱର : ତାତିରୁ ଆଶ୍ୱସ୍ତି ଦେଇଛି ବର୍ଷା। ଗତକାଲି ବର୍ଷା ପବନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଗରମରୁ ତ୍ରାହି ମିଳିଛି। ସାଢେ ୧୧ଟା ସୁଦ୍ଧା ତାପମାତ୍ରା ସବୁ ସ୍ଥାନରେ ୩୫ ଡିଗ୍ରୀ ତଳେ ସୋମବାର ରେକର୍ଡ…
Read More...

୨ ଦିନ ଯାଏଁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା

ଭୁବନେଶ୍ୱର : ଆଗାମୀ ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିବ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…
Read More...

ଆସନ୍ତା ୨୭ ଲଘୁଚାପ ; ୨୯ରେ ଅବପାତ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ପ୍ରବେଶ…
Read More...

ଦିନକ ପରେ ଶୀତ ସମ୍ଭାବନା

ଭୁବନେଶ୍ୱର : ଦିନକ ପରେ ଶୀତ ସମ୍ଭାବନା। ପାରଦ ତଳମୁହାଁ ହେବ। ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ପାରଦ ୩ ରୁ ୪ ଡିଗ୍ରୀ ଖସିବା ନେଇ ସମ୍ଭାବନା ରହିଛି।…
Read More...