www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭିଜିବ ଦଶହରା,ଭସାଣି .. ଅଷ୍ଟମୀ,ନବମୀରେ ପାଗ ଶୁଖିଲା..

୨୪ ତାରିଖ ଦଶହରାରେ ହାଲୁକା ଓ ୨୫ ତାରିଖ ଭସାଣିରେ ରାଜ୍ୟରେ ବର୍ଷା ପରିମାଣ ଅଧିକ ରହିବା ସମ୍ଭାବନା..

- Advertisement -

କେନ୍ଦୁଝର : ପେଟ୍ରୋଲ ପମ୍ପ ନିକଟରୁ ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ୫ ଲକ୍ଷ ଲୁଟିଲେ ଦୁର୍ବୃତ୍ତ..

ଦଶହରା ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି.. ୧୮୮ଟି ସ୍ଥାନରେ ହେବ ଦୁର୍ଗା ପୂଜା..

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ପହଞ୍ଚିଛନ୍ତି ଋଷି ସୁନକ୍‌‌..

ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଭେଟିବେ..

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌‌ ବୈଠକ..

ବିଶ୍ୱକପ କ୍ରିକେଟ୍‌‌ : ପୁଣେରେ ଭାରତ-ବାଂଲାଦେଶ ଟକ୍କର.. ବୋଲିଂ କରୁଛି ଭାରତ..

ଭଦ୍ରକ : ଭାରସାମ୍ୟ ହରାଇ ବସ୍‌‌ ଓଲଟି ୧୫ ଯାତ୍ରୀ ଆହତ..

ଆଗରପଡା ଯାଉଥିବା ବସ୍‌‌ ବରପଦା ନିକଟରେ ଓଲଟିଲା..

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories