www.samajalive.in
Saturday, December 6, 2025
26.1 C
Bhubaneswar

କେନାଲରେ ବୁଡି ଯୁବକ ମୃତ

ଭବାନୀପାଟଣା : ଢୁଷଗୁଡା ସ୍ଥିତ ରେତ ଜଳସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଭବାନୀପାଟଣା ସହରର ପ୍ରିୟ ରଂଜନ ପାଣିଗ୍ରାହୀଙ୍କ ଏକ ମାତ୍ର ପୁଅ ପ୍ରତ୍ୟୁଷ ବୋଲି ଜଣାପଡିଛି । ବେଙ୍ଗାଳୁରୁରେ +୨ ପଢୁଥିବା ପ୍ରତ୍ୟୁଷ ଦଶହରା ଛୁଟିରେ ଘରକୁ ଆସିଥିଲେ। ଗତକାଲି ଏହି କେନାଲକୁ ଗାଧୋଇବାକୁ ଆସି ପାଣିର ପ୍ରଖର ସ୍ରୋତ ରେ ଭାସି ଯାଇ ନିଖୋଜଥିଲେ । ଗତକାଲି ଠାରୁ ଅଗ୍ନିଶ୍ରମ ବିଭାଗ ଖୋଜାଖୋଜି ପରେ ଆଜି ଗୁଡ଼ିଆଲି ପଦର ନିକଟରେ ପ୍ରତ୍ୟୁଷଙ୍କ ମୃତଦେହ କେନାଲରୁ ଉଦ୍ଧାର ହେଇଥିଲା । ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories