www.samajalive.in
Sunday, December 14, 2025
23.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ୫୨ ବର୍ଷରେ ପରଲୋକ
– ସେ ଫୁସ୍‌ଫୁସ୍‌ ଜନିତ ସଂକ୍ରମଣରେ ପୀଡିତ ଥିଲେ
– ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା
(୨) ଯୁଦ୍ଧ ତ୍ରସ୍ତ ଇସ୍ରାଏଲରୁ ଚତୁର୍ଥ ବ୍ୟାଚରେ ଭାରତ ଫେରିଲେ ୨୭୪ ଜଣ
– ଏ ଯାଏଁ ଆସିଲେଣି ୯୧୯ ଭାରତୀୟ
(୩) ଇସ୍ରାଏଲରେ ମୋଟ ୧୮ ହଜାର ଭାରତୀୟ ଥିବା ସୂଚନା
(୪) ସୁନ୍ଦରଗଡ଼ରେ ୨ ନୂଆ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭କୁ ବୃଦ୍ଧି
(୫) କେନ୍ଦ୍ର ସରକାରଙ୍କ ଘୋଷଣା, ଏଣିକି ଅଗଷ୍ଟ ୨୩ରେ ପାଳନ ହେବ ଜାତୀୟ ମହାକାଶ ଦିବସ
– ଅଗଷ୍ଟ ୨୩ରେ ସଫଳ ହୋଇଥିଲା ଚନ୍ଦ୍ରଯାନ-୩ ଅଭିଯାନ
(୬) ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ କ୍ଷମା ପ୍ରକାଶ କଲେ ଇସ୍ରାଏଲ ସରକାର
– ଗତକାଲି ଯୁଦ୍ଧ ସଂଗ୍ରହ ସମୟରେ ପ୍ରାଣ ହରାଇଥିଲେ ସାମ୍ବାଦିକ
(୭) ପୂର୍ବ ଭୂମଧ୍ୟ ସାଗରରେ ମୁତୟନ ପାଇଁ ଇସ୍ରାଏଲ୍‌କୁ ଦ୍ୱିତୀୟ ଯୁଦ୍ଧଜାହାଜ ପଠାଇଲା ଆମେରିକା
(୮) ଗାଜାରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ
– ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ
(୯) ହମାସ-ଇସ୍ରାଏଲ ଯୁଦ୍ଧରେ ଏ ଯାଏଁ ୩ ହଜାର ୫୦୦ରୁ ଅଧିକଙ୍କ ପ୍ରାଣହାନୀ ଘଟିଥିବା ସୂଚନା

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories