www.samajalive.in
Sunday, December 7, 2025
14.1 C
Bhubaneswar

ଜାମ୍ମୁ କାଶ୍ମୀର ବାରାମୁଲ୍ଲା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ ହୋଇଛି। ଏହାପରେ ଉକ୍ତ ମାର୍ଗରେ ଯାତାୟତ ବନ୍ଦ ରଖାଯାଇଥିଲା।
ସୂଚନା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସେନାର ରୋଡ୍ ଓପନିଂ ପାର୍ଟି (ଆରଓପି) ସନ୍ଦିଗ୍ଧ ଜିନିଷ ଜବତ କରିଛନ୍ତି। ଏହି କାରଣରୁ ଏହି ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଏହା ପରେ ତୁରନ୍ତ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡକୁ ଡକାଯାଇଥିଲା। ଘଟଣାର ତଲାସି ଅଭିଯାନ ସହ ତଦନ୍ତ ଜାରି ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories