mission shakti banner

ଏପ୍ରିଲ ୩ ରେ ରୁଷ ଯିବେ ନିର୍ମଳା

BSKY banner  750×100
0

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୩ରେ ରୁଷ ଗସ୍ତରେ ଯିବେ ବୋଲି ଜଣାପଡିଛି। ଆନ୍ତର୍ଜାତିକ ସୁରକ୍ଷା ପ୍ରସଙ୍ଗରେ ରାଜଧାନୀ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ମସ୍କୋ ସମ୍ମିଳନୀରେ ନିର୍ମଳା ଅଂଶଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ନିର୍ମଳାଙ୍କର ଏହା ହେଉଛି ପ୍ରଥମ ରୁଷ ଗସ୍ତ। ତିନିଦିନିଆ ରହଣି ଅବସରରେ ନିର୍ମଳା ତାଙ୍କର ରୁଷ ପ୍ରତିପକ୍ଷ ସର୍ଗେଇ ସୋଇଗୁଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply