www.samajalive.in
Sunday, December 14, 2025
14.1 C
Bhubaneswar

ଅଭିନେତ୍ରୀ ବର୍ଷାଙ୍କ ଶିଶୁସଦନ ପରିଦର୍ଶନ

ଚୌଦ୍ୱାର: ସିନେ ଅଭିନେତ୍ରୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ମାନିତା’ର ମୁଖ୍ୟ ବର୍ଷା ପ୍ରିୟଦର୍ଶିନୀ ଚୌଦ୍ୱାରସ୍ଥିତ ଶିଶୁସଦନକୁ ଆସି ପିଲା ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ। ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁସଦନ ମୁଖ୍ୟ ଦାମୋଦର ସାହୁଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ କିଶୋରୀ ଅବସ୍ଥାରେ ଋତୁଶ୍ରାବ ସମୟର ସ୍ୱଚ୍ଛତା ସମ୍ପର୍କରେ ବର୍ଷା ଶିଶୁ ସଦନର ବାଳିକା ମାନଙ୍କୁ ବୁଝାଇ ଥିଲେ। ‘ସମ୍ମାନିତା’ ତରଫରୁ ବାଳିକା ମାନଙ୍କୁ ସାନିଟାରି ନାପକିନ୍‌‌ ବଣ୍ଟନ କରାଯିବା ସହିତ ସମସ୍ତ ଅନ୍ତେବାସୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ବନ୍ଦନା ମହାନ୍ତି, ଦେବୀଦତ୍ତା ସାହୁ, ଅମିତା ବଳସାମନ୍ତ, ପ୍ରଦୀପ କୁମାର ଦାସ, ଅମୀୟ କୁମାର ସେଠୀ, ପରେଶ ରଞ୍ଜନ ଓଝା, ଦୂର୍ଗେଶ ନାୟକ, ଗୌତମ ବାରିକ, ପିଙ୍କି ବେହେରା, ରୋମିନା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories