www.samajalive.in
Monday, December 15, 2025
26.1 C
Bhubaneswar

ଅଳ୍ପକେ ବର୍ତ୍ତିଲା- ଦେଖନ୍ତୁ ରେଳ ଫାଟକ ଭାଙ୍ଗି କେମିତି ଚାଲିଗଲା କାର୍‌

ନୂଆଦିଲ୍ଲୀ – ରେଳ ଫାଟକ ନିକଚରେ ଅନେକ ବ୍ୟକ୍ତି ରେଳ ଗାଡି ଅତିକ୍ରମ କରିବା ପର୍ଯନ୍ତ ଅପେକ୍ଷା କରିଥାଆନ୍ତି । ହେଲେ ଅନେକ ଅମାନିଆ ଲୋକଙ୍କ ତର ସହେ ନାହିଁ । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ କାର ରେଳ ଫାଟକ ଭାଙ୍ଗି ପଳାଉଛି । ଏହି କାରଟି ଏକ ଦୁର୍ଘଟଣାରୁ ବର୍ତ୍ତି ଯାଉଛି । ଏଥିରେ କାର୍‌ ଚାଳକଙ୍କ ସମ୍ପୂର୍ଣ୍ଣ ଭୁଲ୍‌ ।


ଟ୍ରେନ୍‌ ଆସିବା ପାଇଁ ରେଳ ଫାଟକ ପଡିଥିଲା । ମାତ୍ର ଏହି କାର୍‌ଟି ଫାଟକ ଭିତରକୁ ଧସେଇ ପଶିଥିଲା । ଏହି ସମୟରେ ଟ୍ରେନ ନିକଟକୁ ଆସିଯାଇଥିଲା । କାର୍‌ଚାଳକ ଆରପଟର ଫାଟକକୁ ଭାଙ୍ଗି ଚାଲିଯାଇଥିଲେ ।

- Advertisement -

ଏହାର ଭିଡିଓ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହି ଭାଇରାଲ୍‌ ଭିଡିଓରେ ଲୋକ କିପରି ନିଜ ଜୀବନକୁ ବାଜି ଲଗାଇ ଆଇନ ଉଲ୍ଲଘଂନ କରୁଛନ୍ତି ତାହା ଦେଖିବା ପାଇଁ ମିଳିଛି ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories