ମାଲକାନଗିରି : ଏନକାଉଣ୍ଟରରେ ୨ ମାଓବାଦୀ ନିପାତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଛତିଶଗଡ ଦନ୍ତେୱାଡାର ନାହାଡି ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି। ୨ଟି ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ତଲାସି ଅଭିଯାନ ଜାରି ରହିଛି।
Popular Categories



