www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ, ଝିଅମାନଙ୍କୁ ଟେଡି ଖୁବ୍ ପସନ୍ଦ କାହିଁକି

ସାଧାରଣତଃ ଝିଅମାନଙ୍କୁ ଟେଡି ଅଧିକ ପସନ୍ଦ। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୧୦ତାରିଖ ଦିନ ଟେଡି ଦିବସ ପାଳନ କରାଯାଇଥାଏ। ଝିଅମାନେ ହୁଅନ୍ତୁ କି ପୁଅ ସମସ୍ତେ ସମସ୍ତଙ୍କୁ ଟେଡି ଦେଇଥାଆନ୍ତି। ଝିଅମାନେ ଟେଡିକୁ ନିଜ ଜୀବନର ଏକ ଅଙ୍ଗ ବୋଲି ଭାବି ଥାଆନ୍ତି। ଝିଅମାନଙ୍କୁ ଏହା ଉପହାର ଦେବା ଦ୍ବାରା ସେମାନେ ଖୁସି ମଧ୍ୟ ହୋଇ ଯାଆନ୍ତି।

ଆପଣ ଯଦି ପ୍ରେମ ସମ୍ପର୍କରେ ଅଛନ୍ତି ତେବେ ନିଜ ସାଥିଙ୍କୁ ଟେଡି ଦେବା ଦ୍ବାରା ସେ ଅତ୍ୟନ୍ତ ଖୁସି ହୋଇଯିବେ। ସାଥି ଆପଣଙ୍କ ଉପରେ ରାଗି ଥିଲେ ଟେଡି ଦେବା ଦ୍ବାରା ତାଙ୍କ ରାଗ ଦୂର ହୋଇଯାଇଥାଏ। କାରଣ ଟେଡି ବିୟର ତାଙ୍କ ରାଗ ଶାନ୍ତ କରି ମୁହଁ​‌ରେ ହସି ଆଣିବାରେ ସାହାର୍ଯ୍ୟ କରିଥାଏ।ଟେଡି ଝିଅମାନଙ୍କ ଘନିଷ୍ଠ ବନ୍ଧୁ :

- Advertisement -

ଝିଅମାନେ ଯେତେ ବଡ ହୋଇଗଲେ ମଧ୍ୟ ଟେଡି ବିୟର ତାଙ୍କର ଘନିଷ୍ଠ ବନ୍ଧୁ ହୋଇଥାଏ। ଝିଅମାନେ ଖୁସି, ରାଗ, ଚିନ୍ତା ଓ ଉଦାସ ଥିବା ବେଳେ ଟେଡିକୁ ନିଜ ପାଖରେ ରଖିବାକୁ ପସନ୍ଦ କରିଥାଆନ୍ତି।

ଟେଡି ତୁଳାରେ ତିଆରି ହୋଇଥିବାରୁ ତାକୁ କୁଣ୍ଢାଇ ଧରିବାକୁ ଭଲ ଲାଗେ। ଖାସ କରି ଝିଅମାନେ ଟେଡି ବିୟରକୁ କୁଣ୍ଢାଇ ଧରିବାକୁ ପସନ୍ଦ କରନ୍ତି। ଏହା ଖୁବ ଆରାମ ପ୍ରଦାନ କରିଥାଏ।ଘରର ଶୋଭା ବଢାଇଥାଏ :

ଝିଅମାନଙ୍କୁ ଟେଡି ବିୟର ଭଲ ଲାଗେ। ଏହି କାରଣରୁ ସେମାନେ ନିଜ ଘରେ ତାକୁ ରଖିବାକୁ ପସନ୍ଦ କରିଥାଆନ୍ତି। ଘରେ ଛୋଟ ହେଉ କି ବଡ ହେଉ ଟେଡି ରଖିବା ଦ୍ବାରା ତାହା ସୁନ୍ଦର ଲାଗିଥାଏ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories