www.samajalive.in
Sunday, December 14, 2025
14.1 C
Bhubaneswar

ନୂଆ ଅବତାରରେ ଆଓ ନେକ୍ସ୍ଟ ରେ ଆସୁଛି ରହସ୍ୟମୟ କାହାଣୀ ଲେଖକ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’

ଭୁବନେଶ୍ୱର : କିମ୍ବଦନ୍ତୀ ଓଡିଆ ରହସ୍ୟମୟ କାହାଣୀ ଲେଖକ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ ଏକ ଗ୍ରାଫିକ୍ ଉପନ୍ୟାସ ଭାବରେ ବହୁ ପ୍ରତୀକ୍ଷିତ ଅପରାଧ ଡ୍ରାମା ଅଟେ, ଯାହାର କାହାଣୀ ସବୁ ଅତ୍ୟନ୍ତ ଚିତ୍ତାକର୍ଷକ । ଉନ୍ମୋଚନ ହେବାର ୪୦ ବର୍ଷ ସତ୍ବେ ବି, ଏହି କାହାଣୀର ପ୍ରାସଙ୍ଗିକତା ଏବେ ବି ସମାଜରେ ଅଛି, ଯେଉଁଠାରେ ସାଧାରଣ ମଣିଷ ଅଳ୍ପ କିଛି ଶକ୍ତିଶାଳୀ ନିଷ୍ଠୁର ଲୋକଙ୍କ ହାତରେ ପଡି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଠାରେ ସନ୍ତୁଳନ ରକ୍ଷା ଓ ଶାନ୍ତି ଫେରାଇବା ପାଇଁ ଜଣେ ହିରୋ ଆବଶ୍ୟକ ଆଉ ସେହି ହିରୋ ହୋଇଛନ୍ତି ଦସ୍ୟୁ ରଞ୍ଜନ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories